STORYMIRROR

Sonali Garnayak

Abstract

4  

Sonali Garnayak

Abstract

ବେଳ

ବେଳ

1 min
221

ତ୍ରାହି ତ୍ରାହି ଡାକର ଗୁଞ୍ଜନ 

ପଥର ସାଜିଲେଣି ଭଗବାନ 

କୋଳାହଳ ପୂର୍ଣ୍ଣ ଏବେ ଶ୍ମାଶନ 

ଅହମିକାର ଆସ୍ତରଣ ହେଉଛି ଖଣ୍ଡନ 

ନାହିଁ ଆଉ ଚାରିକାନ୍ଧ ଲୋଡ଼ା 

ପ୍ଲାଷ୍ଟିକ ଆବରଣ ଶବ ପୋଡା 

ଅଧିକାର ସାଜୁଥିଲା କହି ନିଜର 

ଅଛୁଆଁ ଭାବି କରୁଛି ପର 

ଚାପି ହୋଇରହିଯାଏ କାନ୍ଦ 

ହୃଦୟ କରୁଥାଏ ଫଟା ନାଦ 

ସରିବ ଅଭିନୟ ପୂରିବ କାଳ 

ସଜାଗ ହେଉଥାଅ ଥାଉ ଥାଉ ବେଳ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract