STORYMIRROR

Sonali Garnayak

Others

3  

Sonali Garnayak

Others

ଦୋଷ

ଦୋଷ

1 min
239


  ମା ବାପାଙ୍କର ପ୍ରଥମ ଦୋଷ 

ଗେଲ ବସରରେ ଛୁଆଙ୍କୁ ବଢ଼େଇ 

ପଛରେ ହୁଅନ୍ତି ନିଜେ ହତାଶ |

ମୁଣ୍ଡରେ ତାଙ୍କର ଚାକିରୀ ଚିନ୍ତା 

ଆଇବୁଝେ ଛୋଟଛୁଆର କଥା 

ସଂସ୍କାରରେ ଆଜି ଅଭାବ ହେଲାଣି

ଦୁନିଆଟା ସାରା ଲାଗୁଛି ବିଷ 

ହଷ୍ଟେଲରେ ପାଠ ପଢ଼ନ୍ତି ପିଲେ 

କୁକର୍ମ କରିକି ଯାଆନ୍ତି ଜେଲ 

ନିଜ କ୍ୟାରିୟର ନଷ୍ଟ ହୋଇଯାଏ 

ଦେଶର କେମିତି ବଢିବ ଯଶ |

ଜାତି ଧର୍ମ, କୁଳ ଯାଉଛି ବୁଡି 

ଅଶାନ୍ତି ସବୁଠୁ ଗଲାଣି ବଢ଼ି 

ମଣିଷମାନେ ଅମଣିଷ ହେଲେଣି 

ଅକାଳେ ଜୀବନ ହେଉଛି ଶେଷ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍