STORYMIRROR

Sonali Garnayak

Others

3  

Sonali Garnayak

Others

ଅମାନିଆ ଲୁହ

ଅମାନିଆ ଲୁହ

1 min
245

ଝରି ପଡେ କେବେ ସେ ଆଖି କୋଣରୁ 

ହୃଦୟର ଶବ୍ଦକୁ ସ୍ପଷ୍ଟ କରୁ କରୁ 

କେତେ ଯେ ତାକୁ ବାରଣ କରେ 

ଓଠ ପାଖରେ ତା ରାସ୍ତା ସରେ 

କେବେ ସେ ସାଥି ଯନ୍ତ୍ରଣାର 

କେବେ ସେ ସାଥି ପ୍ରତାରଣାର 

ଅମାନିଆ ଲୁହ ସେ ଅଲିଭା ଗାର 

ସାଥି ସେ ମୋର ପ୍ରତିଟି କାହାଣୀର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍