Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Garnayak

Others

3  

Sonali Garnayak

Others

ଚିତ୍କାର

ଚିତ୍କାର

1 min
211



ବଞ୍ଚିବାକୁ ଦିଅ ମୋତେ କରୁଛି ଚିତ୍କାର 

କରନାହିଁ ଦେହକୁ ମୋର ଜିଅନ୍ତା ସତ୍କାର 

ଜାଣିଶୁଣି ମୁଜିଛ ଆଖି 

ପ୍ରତିଟି କାହାଣୀର ଏ ଲୁହ ସାକ୍ଷୀ 

ଖଣ୍ଡ ଖଣ୍ଡ କରି ଚିରୁଛ ମୋ ବକ୍ଷ 

ଚେଷ୍ଟାକର ଶୁଣିବାକୁ ମୋ କରୁଣ ସ୍ୱର 

ଆଖି ଚିପି ଚିପି ଝରିପଡ଼େ କଷ୍ଟ ମୋର 

ଏତିକି ଆକୁଳ ନିବେଦନ ଧର 

ଉପଭୋଗର ପାତ୍ର ମୋତେ ନ କର 

ନହେଲେ ଜଳିବ ଦିନେ ଏ ନିଆଁ 

ସବୁକିଛି ପାଉଁଶ କରି ଉଠିବ ଧୂଆଁ |


Rate this content
Log in