STORYMIRROR

Sonali Garnayak

Others

3  

Sonali Garnayak

Others

ସମର୍ପଣ

ସମର୍ପଣ

1 min
148

ବିଭୋର ସନ୍ଧ୍ୟାର ରକ୍ତିମା ନକ୍ଷେତ୍ର

ଲାଳସା ପୂର୍ଣ୍ଣ ମୋ ନେତ୍ର

ଅନୁଭବର ସେ ପୂର୍ଣ୍ଣ ତୀରେ

ନିଶ୍ଚଳ ମନ ନୀଳ ନୀରେ

ସାଉଁଟିବାକୁ ଆକୁଳତା ମନର

ରୁଦ୍ଧିମନ୍ତ ପ୍ରେମର ଖୋଲା ନିଃଶ୍ୱାସ

ଦିକି ଦିକି ହୋଇ ଜଳେ ବିଶ୍ୱାସ

ଆତୁରତାର ଏ ଉଜ୍ୱଳ ଦର୍ଶନ

ସମର୍ପଣର ଧାର ଏ ତର୍ପଣ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍