STORYMIRROR

Sonali Garnayak

Others

3  

Sonali Garnayak

Others

ନୂଆବୋହୂ

ନୂଆବୋହୂ

1 min
250

ନାୟିକା ସାଜିଛୁ ତୁ ମୋ ଲେଖାର 

କେତେ ଯେ ଚିତ୍ର ଆଙ୍କିଛି ତୋ ମନର 

ଅଳତା ସିନ୍ଦୁର ପିନ୍ଧାଇ ଦେଇଛି ରୂପ 

ଯିବଦାନ ଦେବୀ ହୋଇ ମୁଁ ନିର୍ଲିପ୍ତ 

କରିଛି ଏକାକାର ରାତିଦିନ 

ଥକି ନାହିଁ କଲମର ଅଭିଯାନ 

ଇନ୍ଦ୍ରଧନୁ ସାତରଙ୍ଗ ଭରିଛି ତୋ ଦେହ 

ସେଥିପାଇଁ ତୋ ନାମ ଦେଇଛି ନୂଆବୋହୂ… 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍