Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Garnayak

Others

3  

Sonali Garnayak

Others

ମା ଅଗ୍ନିଜ୍ୱାଳା

ମା ଅଗ୍ନିଜ୍ୱାଳା

1 min
211


ରୂପରେ ତୁ ମା ଅଗ୍ନିଜ୍ୱାଳା

ପ୍ରତ୍ୟେକ୍ଷ ଠାକୁରାଣୀ ମା ହିଙ୍ଗୁଳା ।


ସନ୍ତୁଷ୍ଟ ହେଲୁ ନଳ ରାଜା ଆରାଧନାରେ

ବଳାଇଲୁ ମନ ଯିବାକୁ ପୁରୀ ତାଙ୍କ ପଛରେ ।


ଭେଦି କେ ପାରିବ ମହିମା ତୋର

ଅଟକିଲା ପାଦ ଗୋପାଳଗଡ଼ରେ ।


ସେଦିନୁ ମା ତୋତେ ଭରିସିଛି ଭକ୍ତ

ଆବାହନ କରନ୍ତି ହୋଈ ଶକ୍ତ ।


ଅଳତା ତୀରେ ପୟ ସୁଶୋଭିତା

ମସ୍ତକେ ତୋର ସିନ୍ଦୁର ମଣ୍ଡିତା ।


ନଜାଣେ ପୂଜା ନଜାଣେ ଅର୍ଚ୍ଚନା

କେମିତି କରିବି କହ ତୋ ବନ୍ଦନା ।


ତୋତେ ବର୍ଣ୍ଣିବାକୁ ନାହିଁ ମୋ ସାହସ

ସାହା ହେବୁ ମୋତେ ଢାଳି ତୋ ଆଶିଷ ।


Rate this content
Log in