STORYMIRROR

Prasanta Kumar Behera

Abstract

2  

Prasanta Kumar Behera

Abstract

ବୈରାଗ୍ୟ............

ବୈରାଗ୍ୟ............

1 min
178

ଏଇ ସୁନ୍ଦର ଜୀବନ

         ଆଜି ଅସୁନ୍ଦର 

                ମଣିଷ ପାଇଁ

ଜୀବନ ଦେବତା 

       ଅପୂଜା ଅଲୋଡା

                ମଣିଷ ପାଇଁ


ଏଇ ସୁନ୍ଦର ଧରଣୀ

         ବିରୂପା ବିଧୂରା

               ମଣିଷ ପାଇଁ 

ସବୁ ଚଲାପଥ 

      କୁଜ୍ଝଟିକା ଭରା

               ମଣିଷ ପାଇଁ


ଆସିବା ବେଳର

        ସ୍ୱାଗତ ଗୀତିକା

               ଲୋଡାନାହିଁ, ଲୋଡାନାହିଁ

ଫେରନ୍ତା ପଥର

        ବିଜନ ରାଗିଣୀ

               ମିଳନର ସାହାନାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract