STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ବୈଦିକ ଭାରତ

ବୈଦିକ ଭାରତ

1 min
418

ଭାରତ ମାଁ ମୋ ସର୍ବ ପୁରାତନ

ସୃଷ୍ଟି ର ପ୍ରାରମ୍ଭରେ ନାମିତ ଥିଲା

ଜମ୍ବୁଦୀପ ନାମେ

ପୁନଶ୍ଚ ବିଭକ୍ତ ହେଲା

ନଅ ଟି ଦେଶରେ

ବୈଦିକ ଯୁଗରେ ଏହା ନାମିତ

ଆର୍ଯ୍ୟାବର୍ତ୍ତ,ଜମ୍ବୁଦ୍ବୀପ ଓ ଅଜନାଭ ନାମେ

ପୁନଶ୍ଚ ବର୍ଣ୍ଣିତ ଅଛି ପୁରାଣରେ

ଚନ୍ଦ୍ରବଂଶ ରାଜା ଦୁଷ୍ମନ୍ତ ଙ୍କ ପୁତ୍ର

ଚକ୍ରବର୍ତ୍ତୀ ଥିଲେ ଭରତ ସମ୍ରାଟ

ତଦନୁଯାୟୀ ଭାରତ ମୋ

ଦେଶ ଯେ ବିହିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract