STORYMIRROR

Sudipta Behera

Abstract

3  

Sudipta Behera

Abstract

ବୈଦେହୀ

ବୈଦେହୀ

1 min
254

ହେ ବୈଦେହୀ

ତବ ଜନ୍ମ୍ ସାର୍ଥକ

ଯୁଗ ଯୁଗାନ୍ତର ତୁମ ଅନନ୍ୟା

ତ୍ୟାଗର ଅନ୍ୟ ଏକ ନାମ

ଅନେକ ଯନ୍ତ୍ରଣା

ତବ ବୁକୁ ପରେ ତୋଳି

ନୀରବ ଗୁଞ୍ଜରି

ରଖି ଅଛ ପତିର ସମ୍ମାନ

ଆହେ ପତି ପ୍ରାଣା

ଦେଇ ଅଛ ଦିଗ୍ ଦର୍ଶନ

ପ୍ରତି ନାରୀ ହୃଦେ

ତୁମେ ଯେ ପ୍ରେରଣା ମୟୀ

ମାଟିରୁ ସମ୍ଭୂତା

ଆଉ

ମାଟିରେ ନିବୃତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract