STORYMIRROR

Sudipta Behera

Abstract

2  

Sudipta Behera

Abstract

ବାଟ

ବାଟ

1 min
195

ବାଟ ଏଠି ଅଙ୍କାବଙ୍କା

ହୁଅ ନାହିଁ ଆନମନା

ଗୋଡ଼ ଯଦି ଖସିଯିବ

ହୋଇ ଯିବ ସବୁ ଚୁନା..


ସବୁ ବୁଝି ପରଖିବା ନିଜକୁ

କେତେ ଭୁଲ୍ କେତେ ଠିକ୍

ଭୁଲ୍ ଥିଲେ କରିବା ସ୍ବୀକାର

କ୍ଷମା ବଳେ ଲଙ୍ଘି ହେବ ପାରାବାର.


ଜୀବନଟା ଲମ୍ବା ବାଟ

ମିଳେ ନାହିଁ ଯାର ଆଦି ଅନ୍ତ

ଲକ୍ଷ ଯଦି ସ୍ଥିର ଅଛି

ଭାବି ନିଅ ସଫଳତା ପାଖେଇ ଆସୁଛି


ସତ୍ୟ ନିଷ୍ଠ ଦୃଢ଼ ମନା ହୋଇ

ଅବାଟକୁ ଦେବାରେ ଏଡ଼ାଇ

କର୍ତ୍ତ୍ୟବ୍ୟ କୁ କରି ଏକାଗ୍ରତା

ସତ୍ୟ ପଥେ ଚାଲୁଥିବା ଏକା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract