STORYMIRROR

ASWINI DASH

Romance

2  

ASWINI DASH

Romance

ବାଟ ଖୋଜୁଥିବା ଲୋକ-୪

ବାଟ ଖୋଜୁଥିବା ଲୋକ-୪

1 min
13.4K



ଅନ୍ଧାର ଚାଲିଛି,

ସାରିନାହିଁ ରାତି,

ତମେ ଝୁଣ୍ଟିଛ ରାସ୍ତା।


ତମେ ହସୁଛ,

କାକର ଟୋପା ଲାଗିଛି

ତମ ଝର୍କାରେ।


ସରିଛି ଯୁଦ୍ଧ,

ଫେରିଆସ!


ସକାଳେ କୁହୁଡ଼ିର ଧୂଆଁ

ତମ ବାଟ ଉଗାଳିବେ,

ଫେରିଆସ ତମେ

ଇତିହାସର ପୃଷ୍ଠା ପରି।


ଅଶ୍ୱିନୀ ଦାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance