STORYMIRROR

Devipriya Das

Tragedy Action Inspirational

3  

Devipriya Das

Tragedy Action Inspirational

ବାପା

ବାପା

1 min
256

ଦୁଇଟି ଅକ୍ଷର ନାଁ ଟି ସିନା

ହେଲେ ମୂଲ୍ୟ ଅଟେ 

ବହୁତ୍ ବିିିଶାଳ।

ମାଆ ଦେହ  ହେଲେ

ବାପା ଜୀବନ।

ମାଆ ପ୍ରାଣ ହେଲେ

ବାପା ଅଟନ୍ତି ନିଃଶ୍ୱାସ।

ମାଆ ଭଲ ପାଏ କହିପାରେ

ହେଲେ ବାପା ଭଲ ପାଆନ୍ତି

ବୋଲି କ଼ହି କେବେ ପାରନ୍ତି ନାହିଁ

ଭଲ ପାଆନ୍ତି କିନ୍ତୁ ନିଜ

ଜୀବନ ଠୁ  ଅଧିକ ତାଙ୍କ ପିଲାକୁ।

ନିଜ ଖୁସି ଓ ସୁୁଖ କୁ

ଦେଇଣ  ଜଳାଞ୍ଜଳି

ପିଲାର ସବୁ ଇଛା କୁ

କରନ୍ତି ସେ ପୂରଣ।

ମାଆ ବିନା ଘର ଅନ୍ଧାର

କିନ୍ତୁ ବାପାଙ୍କ ବିନା ଜୀବନ ଅନ୍ଧାର।

ବାପା ଥିଲା ପୁଅ ସଭାରେ  ହାରେନି

କି ଝିଅ କୁ କେହି ପଦେ କହି ପାାରେନି।

ବାପାମାଙ୍କ ପରି ଅମୂଲ୍ୟ ସମ୍ପଦ

କରନି ତାଙ୍କୁ ହତାଦର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy