STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ବାପା

ବାପା

1 min
231

ବାପା କିଏ ବୁଝିବ ତୁମ ମନର ବେଦନା

କେତେ ଦୁଃଖ ସହି ଜୀବନେ ଚାଲୁଅଛ ସିନା

ଆମ ପରିବାର କଥା ତୁମେ ବୁଝୁଅଛ

ତୁମରେ ଅନୁଶାସନରେରେ

ଆମକୁ ରଖିଛ

ତୁମ ପାଇଁ ଭୟ ଭକ୍ତି ଆମ ମନରେ ଅଛି

ତୁମରି ଶାସନ ଆମକୁ ଶୃଙ୍ଖଳାରେ ରଖିଛି

ତୁମ ବିନା ଆମ ଘର ଚଳେ ନାହିଁ

ଆମ ଘର ମୁରବୀ ତୁମେ ଆମ ପାଇଁ

ତୁମେ ଆମକୁ ପାଠ ପଢାଇ ମଣିଷ କରିଛ

ଆମ ଜୀବନ ପଥେ ସଦା ସହା ହୋଇ ଅଛ

ତୁମରି ଚରଣେ କୋଟି ପ୍ରଣତି

ତୁମରି ସଂସ୍କାର ମିଳୁଥାଉ ନିତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational