ବାପା
ବାପା

1 min

58
ବାପା ବର୍ଷାପ୍ରେମ ଶୀତ ଶିହରଣ
ଗ୍ରୀଷ୍ମ ମରୁଭୂମି ଦୁଃଖ
ବସନ୍ତ ମାଦକ ହେମନ୍ତ ହେମାଳ
ଶରତ ସୁନୀଳ ଆକାଶ ll
ଜନ୍ମରୁ ଜନ୍ମାନ୍ତ
ଜହର ଅମୃତ
ଜୀବନ ଜଞ୍ଜାଳେ
ପିତା ପଞ୍ଚାମୃତ
ପିତା ସ୍ୱର୍ଗ-ଶମ୍ଭୁ ,ପିତା ସୃଷ୍ଟିକର୍ତ୍ତା
ଜୀବନ ତାରଣ କର୍ତ୍ତା
ପୁଣ୍ୟ-ଆଦ୍ୟ -ପ୍ରାନ୍ତ ,ପଥଦ୍ରଷ୍ଟା ପ୍ରାଣ
ଜୀବନ ଭାଗ୍ୟବିଧାତା ll