STORYMIRROR

Gayatri Singh

Abstract Inspirational Children

3  

Gayatri Singh

Abstract Inspirational Children

ବାପା

ବାପା

1 min
237

ବାପା ମୋ ପ୍ରକୃତ ବନ୍ଧୁ

ଯାହାକୁ ମୁଁ ଆଖି ବନ୍ଦକରି 

ଭରସା କରିପାରେ ।

ବିଶ୍ୱାସ କରିପାରେ

ଯାହା ପାଖରେ ମୁଁ ନିଜକୁ 

ସହଜ ମନେକରେ 

ମନ ଖୋଲି କହିପାରେ

ମନ ଖୋଲି ହସି ପାରେ

ତାଙ୍କର ପ୍ରଥମ ଉକ୍ତି କୁ

ମୋର ଶେଷ ନିଷ୍ପତ୍ତି ମାନିନିଏ

ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଏ

ତାଙ୍କ କର୍ମ କୁ ଅନୁକରଣ କରେ ।

ମାତ୍ର ବିଧିର ଵିଧାନ

ନିୟତି ର ଖେଳ

ବାପା ଙ୍କ ହାତ ଛାଡି

ଆଉ କାହାର ହାତ ଧରିବାକୁ ହୁଏ

ବାପା ଙ୍କ ଇଚ୍ଛାରେ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract