Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ବାପା ପରିବାରର ଶ୍ରେଷ୍ଠ

ବାପା ପରିବାରର ଶ୍ରେଷ୍ଠ

1 min
220



ପାଣି ଓ ପବନ ସମାହାରର ଶବ୍ଦଟିଏ

ଖରା ବର୍ଷା ପାଇଁ ଛତାଟିଏ

ପରିବାରର ଶ୍ରେଷ୍ଠ ମନ୍ତ୍ର ଯନ୍ତ୍ରଟିଏ

ସର୍ବଦା ଚଳଚଞ୍ଚଳ ଥାଆନ୍ତି ଯିଏ

ସିଏ ମୋ ବାପା ।।


ଆତ୍ମବିଶ୍ବାସ ଓ ଭରଷାର ପ୍ରତିଛବି ସିଏ

ପରିବାରର ବିସ୍ତୃତ ମାନଚିତ୍ରଟିଏ

ଗୁଗୁଲ ମ୍ୟାପ୍ ପରି ପରିବ୍ୟାପ୍ତ ସିଏ

ସବୁ ଖବରର ମୁଖ୍ୟ ଶବ୍ଦଟିଏ ଯିଏ

ସିଏ ମୋ ବାପା ।।


ଅନୁଭୂତି ଓ ଅନୁଶାସନର ଗନ୍ତାଘରଟିଏ

ଜୀବନ୍ତ ନିୟମାବଳିର ମାର୍ଗଟିଏ

ଫୁଲଠୁଁ କୋମଳ ହୃଦୟଟିଏ

ସବୁଥିରେ ଥାଏ କ୍ଷମାର ସଙ୍କେତ

ସିଏ ମୋ ବାପା ।।


Rate this content
Log in