Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ZYOTSNA PATRAW

Abstract

5.0  

ZYOTSNA PATRAW

Abstract

ବାପା ମୁଁ କଣ ଠିକ ଅଛି

ବାପା ମୁଁ କଣ ଠିକ ଅଛି

1 min
600


ବାପା ମୁଁ କଣ ଠିକ ଅଛି ? 

ନିତି ଦେଖି ଦେଖି ଅନ୍ୟାୟ ଅନୀତି 

ମୁକ ପ୍ରାୟ ମୁଁ ଯେ ବସି ରହିଛି 

ବାପା ମୁଁ କଣ ଠିକ ଅଛି ? 


ମୋ ଦୁଆର ଆଗେ ଉପାଧିଟା ଝୁଲି 

ନିତି ନିତି ଠାରି ମୋତେ କହୁଛି 

ମଲା ଫାଇଲକୁ ଚାଷ କରି କରି 

ଷାଠିଏ ସରିବ ନ କରି କିଛି 

ବାପା ମୁଁ କଣ ଠିକ ଅଛି ? 


ମୋ ନାଁ ଆଗରେ ଅଫିସର ବୋଲି 

ହୁରି ପଡୁଛି 

ସେଥିରେ କି ଦୁଃଖି ଦୁଃଖ ସରୁଛି 

ବାପା ମୁଁ କଣ ଠିକ ଅଛି ?


Rate this content
Log in

Similar oriya poem from Abstract