STORYMIRROR

ZYOTSNA PATRAW

Others

3  

ZYOTSNA PATRAW

Others

ଡଙ୍ଗା ଭସା ଗୀତ

ଡଙ୍ଗା ଭସା ଗୀତ

1 min
589

ଓଡ଼ିଶାର ଆମେ ଅଟୁ ଓଡ଼ିଆ ସୁତ

ଓଡ଼ିଶାର ଗୌରବ ବାରମାସେ ତେର ପର୍ବ

କାର୍ତ୍ତିକ ମାସରେ ପଡେ କାର୍ତ୍ତିକ ବ୍ରତ

ଓଡ଼ିଶାର ଆମେ ଅଟୁ ଓଡ଼ିଆ ସୁତ


ବୋଇତ ବନ୍ଦାଣ ଆମ ଗୌରବ ଗାଏ

ଆ କା ମା ଵୈ ଗୀତଟି ମନକୁ ମୋହେ

ଓଡ଼ିଶାର ଇତିହାସ ଓଡ଼ିଶାର ଇତିହାସ

ସାକ୍ଷୀ ଅତୀତ.... ଅ.. ଅ.. ଅ

ଓଡ଼ିଶାର ଆମେ ଅଟୁ ଓଡ଼ିଆ ସୁତ


ବାଲି ସୁଭଦ୍ରା ବୋର୍ଣ୍ଣିଓ ବଣିଜ ପାଇଁ

ଯାଉଥିଲା ସିଏ ପୁଣି ଦରିଆ ଡେଇଁ

ଆଣୁଥିଲା ହୀରା ଲୀଳା ଭରି ବୋଇତ

ପୂର୍ଣ୍ଣମୀ ତିଥିର ପୁଣ୍ୟ ନୌକା ସେତ

ଓଡ଼ିଶାର ଆମେ ଅଟୁ ଓଡ଼ିଆ ସୁତ

କାର୍ତ୍ତିକ ମାସରେ ପଡେ କାର୍ତ୍ତିକ ବ୍ରତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍