STORYMIRROR

Smruti Sephali Meher

Romance Tragedy

5.0  

Smruti Sephali Meher

Romance Tragedy

ବାଲିଘର

ବାଲିଘର

1 min
395


ଏକା ଏକା ସାଗର ତୀରେ

ତାେଳିଥିଲି ବାଲିଘର

ଆସିବ ବଲି ତୁମେ

ଅପେକ୍ଷା କଲି ବାରମ୍ବାର

ଦିନ ପରେ ଦିନ ବିତି ଚାଲିଥିଲା

ତୁମକୁ ଅପେକ୍ଷା କରି

ଖାଲି ଅଶ୍ରୁ ଝରୁଥିଲା

କେତେ ପାଷାଣ ଏ ମଣିଷ ହୃଦୟ

ଦୂର କରିଦେଲା ମାେ ପ୍ରିୟର ସହର

ତୁମକୁ ଦେଖିବାକୁ ଆଖି ପାଉନାହିଁ

କହନ୍ତି ସଭିଏଁ ଆକାଶରେ ଥିବ ରହି

ଆକାଶତ ବହୁ ଦୂର ପାରିବିନି ଏକା ଯାଇ

ଅପେକ୍ଷା କରିବି ତୁମକୁ ସାତଜନ୍ମ ପାଇଁ

ଯେବେ ତୁମେ ଫେରିବ ପାଖକୁ ମାେହର

ଯିବାକୁ ଦେବିନି ମୁଁ ଆଉ ବହୁ ଦୂର

ସାକ୍ଷୀ ହାେଇ ରହିବ ଆମ ପ୍ରେମ ବାଲିଘର

ଦେବତା ରୂପେ ତୁମକୁ ପୂଜିବି ଏଥର ।

ଶେଫାଳି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance