STORYMIRROR

Gayatri Singh

Romance Others

2  

Gayatri Singh

Romance Others

ବାଜେ ପିଲା

ବାଜେ ପିଲା

1 min
136

ତୁମେ ଚରିତ୍ରହୀନ

    ବେରୋଜଗାରିଆ

    ବେକାରିଆ

    ତୁମ ଦ୍ୱାରା କିଛି କାର୍ଯ୍ୟ ହୁଏନି

    ମୁଁ ନୁହେଁ

    ଦୁନିଆ କହେ

    ସବୁ ପରେ ବି ମୁଁ ତୁମକୁ ଭଲ ପାଏ ।

    ମୁଁ ହାରିଛି ଥରେ ନୁହେଁ ବାରବାର

    ତୁମ ଭଲ ପାଇବା ନିକଟରେ

    ତୁମ ସମର୍ପଣ ଭାବ ପାଖରେ

    ତୁମ କଥା କହିବା ଶୈଳୀ ଆଗରେ

    ଆଉ ସବୁଠୁ ଅଧିକ

    ତୁମ ଦୟାଳୁ,ପରୋପକାର

    ମନୋବୃତ୍ତି ସାମ୍ନାରେ

    ସତରେ ତୁମେ ଖୁବ ନିପୁଣ

    ହୃଦୟ କୁ ଜିଣିପାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance