STORYMIRROR

Swatishree Pandit

Drama Fantasy Children

4  

Swatishree Pandit

Drama Fantasy Children

ବାଇ ଚଢ଼େଇରେ ବାଇ ଚଢେଇ

ବାଇ ଚଢ଼େଇରେ ବାଇ ଚଢେଇ

1 min
217

ବାଇ ଚଢ଼େଇରେ ବାଇ ଚଢେଇ

କହିବୁନି ତୁ ମା'କୁ ଯାଇ

ବହିରେ ଲାଗୁନି ମନ ମୋ ଭାଇ

ମୋବାଇଲ୍ ଟିକେ ଦେ ବଢେଇ

ଫେସବୁକ୍ ଖୋଲି ଦେବି ତୋ ପାଇଁ

ବାଇ ଚଢ଼େଇରେ ବାଇ ଚ଼ଢେଇ ॥ଠାା

ପରୀକ୍ଷାକୁ ଭାରି ଡର ଲାଗଇ

ଅଙ୍କ କଷିବାକୁ ଭାରି କଷ୍ଟ ହୁଅଇ

ଲେଖିବାକୁ ହାତ ମୋ ନଚାଲଇ

ବାଇ ଚଢ଼େଇରେ ବାଇ ଚଢେଇ ॥୧॥

ଅଳସୁଆ ଭାରି ଲାଗଇ

ବାପାଙ୍କଠୁ ପଇସା ନେଇ

ସରପୁଳୀ ଦେବି ଖୁଆଇ

ନାନାବାୟା ଗୀତ ଗାଇ

ମା'କୁ ମନାଇ ନେବି ତତେ ବୁଲାଇ

ବାଇ ଚଢ଼େଇରେ ବାଇ ଚଢ଼େଇ

କହିବୁନି ତୁ ମା'କୁ ଯାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama