STORYMIRROR

Alhadini Panigrahi dash

Classics

3  

Alhadini Panigrahi dash

Classics

ବାହୁଡାଯାତ୍ରା

ବାହୁଡାଯାତ୍ରା

1 min
262

ବସୁନ୍ଧରା ବାରିଧାରା

   ବାଷ୍ପ ହୋଇଯାଏ

      ବାହୁଡଇ ବସୁଧା କୁ

         ବରଷା ରୁପ ରେ ାା୧ାା


ବିିିିିିହଙ୍ଗମ ଉଡିିିିିବୁଲେ 

   ନିିିଳ ବ୍ୟୋମ ଦେଶେ

     ବସା କୁ ବାହୁଡେ ସେତ

        ସନ୍ଧ୍ୟା ସନ୍ନିବେଶେ ।୨ାା


ବିିଧୂ ଫେରେ ମା କୋଳେ

     ବିିଭାବରି  ଶେଷେ

        ବିକର୍ତ୍ତନ ବାହୁଡନ୍ତି 

          ଦିନ ଅବଶେଷେ ।୩ାା

   

 ବିିିିଷୟା ବିଷ ରୁ ବର୍ତ୍ତି

    ଜୀବନ ବାହୁଡେ

      ବସୁମାତା କୋଳେ ପୁୁଣି

         ଚିର ନିଦ୍ରା ଯାଏ ।୪ାା


ବିିିଶ୍ବବନ୍ଧୁ ରଥଯାତ୍ରା

   କରେ ଆନନ୍ଦ ରେ

     ବାହୁଡି ଆସଇ ପୁଣି

        ଦଶମୀ ତିଥି ରେେ ।୫ାା


 ବିଷ୍ଣୁ ଭକ୍ତ ପୁଲକିତ

    ବାହୁଡା ଯାତ୍ରା ରେ

      ରଥାରୁଢ ପ୍ରଭୁ ଙ୍କ ର

         ଦିବ୍ୟରୁପ ଦର୍ଶନ ରେ ।୬ାା


ବାହୁଡାଇ ନିିିଅ ପ୍ରଭୁ

   ବାହୁଡା ଯାତ୍ରା ରେ

      ବୈଶ୍ବାନର ଦେହ ଦହୁ

        ଆତ୍ମା ମିଶୁ ତୋ ପୟରେ ାାା୭ାା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics