STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ବାହୁଡା

ବାହୁଡା

1 min
119


ଆହେ ପ୍ରଭୁ ତିନି ଠାକୁରେ

ଆସିଥିଲ ତୂମେ ବଡ଼ଦାଣ୍ଡକୁ

ତିନି ରଥେ ବିଜେ ହୋଇ

କି ଦୃଶ୍ୟ ଦେଖିଲ ତବ 

ବଡ଼ଦାଣ୍ଡେ କୁହ ପ୍ରଭୁ ସତ କରି

  ଝୁଲି ଝୃଲି ତୃମେ ଯାଉଛ  

ରଥେ ବସି ଗଡ଼ି ଗଡ଼ି

ଧାଇଁ ଛନ୍ତି ତୂମ ପଛରେ

ପଣ୍ଡା ପଡ଼ି ହାରି ନେଉଛନ୍ତି

ରଥକୁ ଟାଣି

କୋଟି କୋଟି ଭକତ 

ଟାଣିବାକୁ ତୁମ୍ଭରଥ ଗଲେ 

      ବଞ୍ଚିତ ହୋଇ

ବିକଳ ମନରେ ରହି ଛନ୍ତି ଚାହିଁ

ନୟେନେ।ଅଶ୍ରୁଭରି

ତୁମରି କରୂଣା କର ନାହିଁ ଉଣା

ସରବେ ବସିଛନ୍ତି ନିଜନିଜ ଘରେ ନୀରବେ ମହାମାରୀକୁ 

          ଡ଼ରି

କରୁଛୁ ମିନତୀ  

ଦିଅ ହେ ଆଶିଷ ଭରି କର ନାହିଁ

       ଆଉଡେରି


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational