STORYMIRROR

Sandhya Rani Panigrahy

Romance

2  

Sandhya Rani Panigrahy

Romance

ଅତରଭରା ତୁମ ଗୋଲାପି ଚିଠି

ଅତରଭରା ତୁମ ଗୋଲାପି ଚିଠି

1 min
107

ମୁଁ ସାଇତିଛି ଏଯାଏଁ ତୁମର

ଗୋଲାପି କାଗଜରେ ଚିଠିଟି ଲେଖାର

ଭୂରି ଭୂରି ବାସନାଭରା ପ୍ରେମର

ଆଉ ତା ଉପରେ ଛିଟିକା ଅତର

ବେଶୀ ନୁହେଁ ତୁମ ଦୁଇ ଚାରଟି ପଦର

ଦେଇନି ମୁଁ ଏବେବି ତାର ଉତ୍ତର

ରଖିଛି ସାଇତି ମୟୂରଚୂଳ ବହି ପୃଷ୍ଠାର

ଆଉ ଚିରି ପାରିନି ତା ଏପର୍ଯ୍ୟନ୍ତ ସତର

ଧୂସରିଆ ଧୂଆଁ ଅକ୍ଷର ସବୁ ଝାପସା ହେଲାଣି

ତଥାପି ମନ ହାତ ଯାଉନି ଚିରିବା ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance