STORYMIRROR

Nirmala Nayak

Abstract

3  

Nirmala Nayak

Abstract

ଅତୀତ

ଅତୀତ

1 min
207

ଅତୀତ

ତୁମ ଚିତ୍ରପଟ୍ଟ

ବାସ୍ତବ...ରୁ...ଅଵାସ୍ତବ...

ଜଗତେ 'ଚିର ସ୍ମରଣୀୟ'

ତୁମ ରୂପ କାନ୍ତି

ଅମା ଅନ୍ଧକାର ରେ

ଭୟଙ୍କର ରୂପ....

ଅଦୃଶ୍ୟ ଶରୀର.....!

ଦିବା ଆଲୋକ ରେ

ଆଲୋକିତ ଜଗତେ

ଦୀପ୍ତମନ୍ତ ସୂର୍ଯ୍ୟ...

ସ୍ମୁତିର ପ୍ରତୀକ....।


ଅତୀତ....

ତୁମ ରୂପେଲି

ଆଲୋକର ସୂର୍ଯ୍ୟାସ୍ତ

ତମସାର ବିକ୍ଷିପ୍ତ ଅନ୍ଧକାର

ବର୍ତ୍ତମାନ...ଆକାଶେ..

ଅନ୍ଧାର କୋଠରୀ ର

"ତୀକ୍ଷଣ ସୂର୍ଯ୍ୟା ଲୋକ"

ଭୟ ଭୀତ....ଏ..ଦରଦି ସଂସାର..

ନୟନ ଯୁଗଳେ.....

ଅନ୍ଧ ପଟି ବାନ୍ଧି

କଳାକାର ପରିଚୟ ଦେଇ

ଅଭିନୟ ମଧ୍ୟରେ

ଦର୍ଶାଇ ଥାଅ....

ତୁମ ପଣତେ ବନ୍ଧା...

"ଅଭୁଲା ସ୍ମୃତି" ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract