STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଅତିବଡ଼ି ଜଗନ୍ନାଥ

ଅତିବଡ଼ି ଜଗନ୍ନାଥ

1 min
298


ପଞ୍ଚଶଖା ଦାସ ମଧ୍ୟରୁ ଏ ଜଣେ

   ନାମ ଜଗନ୍ନାଥ ଦାସ

ଭକ୍ତିଭାବେ ପ୍ରୀତ ଦେବ ଚୈତନ୍ୟ

   ଅତିବଡ଼ି ଜଗନ୍ନାଥ

 ରଚିତ ଓଡ଼ିଆ ଭାଗବତ

ବଡ଼ ଓଡ଼ିଆ ମଠ ତାଙ୍କରି କୃତ

  ଜୟ ପ୍ରଭୁ ଜଗନ୍ନାଥ ।


ଭାଦ୍ର ଶୁକ୍ଲପକ୍ଷ ଅନୁରାଧା ନକ୍ଷତ୍ର

 କପିଳେଶ୍ୱରପୁର ଶାସନେ

ବୃଷଭାନୁ ନନ୍ଦିନୀ ରାଧାଙ୍କ ଜନ୍ମ

 ଦାସ ଜନ୍ମ ସେହି କ୍ଷଣେ

ଶ୍ରୀରାଧା ଅଂଶ ବିଶ୍ଵାସେ

ଭଗବାନ ପଦ୍ମାବତୀଙ୍କ ସୁପୁତ୍ର

 ଜଗନ୍ନାଥ ନାମେ ଜଗତ ଜାଣେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational