STORYMIRROR

baishnaba meher

Inspirational

3  

baishnaba meher

Inspirational

ଅସ୍ତିତ୍ୱ

ଅସ୍ତିତ୍ୱ

1 min
197


ଦୁନିଆଁ ଆଜି...

କରେ ତୁଳନା...

ତୁମ ଆଉ ମୋ ଭିତରେ 

ତୁମେ ହୋଇପାର...

ଭାଗ୍ୟ ବିଧାତା...

ଲକ୍ଷେ ଲୋକଙ୍କ ମଧ୍ୟରେ 

ମୁଁ ମୋ...

ଭାଗ୍ୟକୁ ଆବୋରି...

ସତ୍ୟପଥେ ଚାଲେ । 


ନିଜକୁ ନିଜେ ମୁଁ....

ମଜବୁତ କରିଛି 

ମୋ ନିଜ ଅସ୍ତିତ୍ୱ...

ନିଜେ ଗଢ଼ିଛି । 


ନିଜେ ନିଜକୁ ଏମିତି ଗଢ଼ 

ଯଦି...

କେବେ କିଏ ଯାଏ ଦୂରେଇ 

ସେ କେବେ...

ତୁମକୁ ଭୁଲି ପାରିବ ନାହିଁ । 


ଏ ଜୀବନର ଚଲାପଥେ 

ଥରକୁ ହୁଏ ନାହିଁ ସବୁ ଅନ୍ତ 

ଏକର ପରିସମାପ୍ତି ପୂର୍ବେ...

ହୁଏ ଦ୍ୱିତୀୟ ଦୃଶ୍ୟର ପ୍ରାରମ୍ଭ । 


ମୁଁ ନିଜେ...

ଦୁନିଆଁ ସହିତ...

ଚାଲିବା ଶିଖି ଯାଇଛି 

ଏବେ ତୁମ ପାଳି...

ତୁମ ପାଇଁ...

ମୁକ୍ତାକାଶ ଅପେକ୍ଷା କରିଛି । 



Rate this content
Log in

Similar oriya poem from Inspirational