ଅସରା ତାତି
ଅସରା ତାତି
ସଜନୀ ସହରେ ରଜନୀ ପ୍ରହରେ
ଦୁଲୁକି ଉଠଇ ଛାତି
ଯାମିନୀ ରୁହରେ କାମିନୀ କୁହରେ
ଭରିଛି ଅସରା ତାତି ।
ସଜନୀ ସହରେ ରଜନୀ ପ୍ରହରେ
ଦୁଲୁକି ଉଠଇ ଛାତି
ଯାମିନୀ ରୁହରେ କାମିନୀ କୁହରେ
ଭରିଛି ଅସରା ତାତି ।