ଅସମର୍ଥତା
ଅସମର୍ଥତା
ଇତି ହୀନ କଥା..
ନା ଗୀତିହୀନ ଗାଥା...
ଅନ୍ତହୀନ ବ୍ୟଥା..
ନା ଅପହଞ୍ଚ ରାସ୍ତା..
ସ୍ବଳ୍ପ ଏକ ଯାତ୍ରା..
ନା ବିରାଟକାୟ ବାର୍ତ୍ତା...
ମହଙ୍ଗା ନା ଶସ୍ତା...
କି ବିଚିତ୍ର ଏ ବ୍ୟବସ୍ଥା..
ଜୀବନ ରଚୟିତା ...
ସେ ଯେ ସର୍ବମୟ କର୍ତ୍ତା..
ଅପୁର୍ବ ଏ ପ୍ରାଣ ଗୁନ୍ଥା..
ଭାବି ଘୁରିଯାଏ ମଥା..।