STORYMIRROR

padmaja pati

Abstract

2  

padmaja pati

Abstract

ଅସଲ ବନ୍ଧୁତ୍ୱ

ଅସଲ ବନ୍ଧୁତ୍ୱ

1 min
225

ଦୁଃଖେ ତୁମ ଦୁଃଖୀ ସୁଖେ ତୁମ ସୁଖୀ

କରେ ତୁମକୁ ସମ୍ମାନ

ଅସଲ ବନ୍ଧୁ ସେ ନିଶ୍ଚିତ ତୁମର

ତାହାକୁ ହୀନ ନ ମଣ l

ହେଉ ସେ ଗରୀବ କି ଅବା କୁତ୍ସିତ

ହୃଦୟ ତା'ର ସୁନ୍ଦର

ନ ଦିଅ ଯାତନା, ଲାଂଛନା ତାହାକୁ

କର ଉଚିତ ବେଭାର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract