STORYMIRROR

Sukanti Hotta

Abstract Others

3  

Sukanti Hotta

Abstract Others

ଅଶ୍ରୁର ମୂଲ୍ୟ

ଅଶ୍ରୁର ମୂଲ୍ୟ

1 min
271

ଅମାନିଆ ନଦୀ ପରି କଥାକୁହା ଆଖିରେ

ମୁକ୍ତା ମଞ୍ଜି ପରି ଝରିପଡ଼େ

ଟପଟପ ହୋଇ ଯନ୍ତ୍ରଣାରେ କିମ୍ବା ଆନନ୍ଦରେ

ଧନୀ ଗରୀବ ଉଚ୍ଚ ନୀଚ୍ଚ ରଙ୍ଗ ଧର୍ମ ନ ମାନି

କିଏ ସମବେଦନା ଦେବାକୁ ଥାଉ କି ନଥାଉ

ନିରୋଳା କୋଠରୀ କିମ୍ବା ମୁକ୍ତ ଆକାଶରେ

ନ କହି ବି କହିଦିଏ ଚୁପଚାପ ବହିଯାଏ

ଦୀନ ଦୁଃଖୀଙ୍କର ଅଶ୍ରୁର ମୂଲ୍ୟ ନଥାଏ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract