Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଅସହାୟ

ଅସହାୟ

1 min
184


# ସିଧାକଥା - ୯୯


ପ୍ରକୃତି କ୍ରୋଧରେ ଏ' ସୁନ୍ଦର ସୃଷ୍ଟି ହୋଇଥାଏ ଅସହାୟ,

ସକଳ ଶକ୍ତିର ଆଧାର ସୂରୁଯ ଛାଇପାଶେ ଅସହାୟ |


ମୃତ୍ୟୁ କବଳରେ ଆତ୍ମା ମନ-ପ୍ରାଣ ହୋଇଥା'ନ୍ତି ଅସହାୟ,

ଭକ୍ତର ଦୁଃଖକୁ ଦେଖି ପାରନ୍ତିନି ଜଗନ୍ନାଥ ଅସହାୟ |


ସବୁଜ ବନାନୀ ବୃହତ ଜଙ୍ଗଲ ନିଆଁ ଦେଖି ଅସହାୟ,

ବିଜୁଳି ମାରିଲେ ପାହାଡ଼ ପର୍ବତ ହୋଇଥା'ନ୍ତି ଅସହାୟ |


ଲୁଣ ମିଶିବାରୁ ବିରାଟ ସାଗର ହୋଇଅଛି ଅସହାୟ,

ହାତୀପରି ଜୀବ ପିମ୍ପୁଡ଼ି ଜନ୍ଦାଙ୍କ ପାଶେହୁଏ ଅସହାୟ |


ନାରୀଲୁହ ପାଶେ ପୁରୁଷ ସମାଜ ହୁଏମୁକ ଅସହାୟ,

ପାଠକ ଦର୍ଶକ ନଥିଲେ ଲେଖକ କଳାକାର ଅସହାୟ |



Rate this content
Log in