Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

KRUTIBAS NAYAK

Classics Inspirational


3  

KRUTIBAS NAYAK

Classics Inspirational


ଅସହାୟ

ଅସହାୟ

1 min 159 1 min 159

# ସିଧାକଥା - ୯୯


ପ୍ରକୃତି କ୍ରୋଧରେ ଏ' ସୁନ୍ଦର ସୃଷ୍ଟି ହୋଇଥାଏ ଅସହାୟ,

ସକଳ ଶକ୍ତିର ଆଧାର ସୂରୁଯ ଛାଇପାଶେ ଅସହାୟ |


ମୃତ୍ୟୁ କବଳରେ ଆତ୍ମା ମନ-ପ୍ରାଣ ହୋଇଥା'ନ୍ତି ଅସହାୟ,

ଭକ୍ତର ଦୁଃଖକୁ ଦେଖି ପାରନ୍ତିନି ଜଗନ୍ନାଥ ଅସହାୟ |


ସବୁଜ ବନାନୀ ବୃହତ ଜଙ୍ଗଲ ନିଆଁ ଦେଖି ଅସହାୟ,

ବିଜୁଳି ମାରିଲେ ପାହାଡ଼ ପର୍ବତ ହୋଇଥା'ନ୍ତି ଅସହାୟ |


ଲୁଣ ମିଶିବାରୁ ବିରାଟ ସାଗର ହୋଇଅଛି ଅସହାୟ,

ହାତୀପରି ଜୀବ ପିମ୍ପୁଡ଼ି ଜନ୍ଦାଙ୍କ ପାଶେହୁଏ ଅସହାୟ |


ନାରୀଲୁହ ପାଶେ ପୁରୁଷ ସମାଜ ହୁଏମୁକ ଅସହାୟ,

ପାଠକ ଦର୍ଶକ ନଥିଲେ ଲେଖକ କଳାକାର ଅସହାୟ |



Rate this content
Log in

More oriya poem from KRUTIBAS NAYAK

Similar oriya poem from Classics