STORYMIRROR

subrat kumar jena

Classics

3  

subrat kumar jena

Classics

ଅଶାନ୍ତ ମନର ନୀରବତା

ଅଶାନ୍ତ ମନର ନୀରବତା

1 min
226

ଅଶାନ୍ତ ମନର ନୀରବତା

ଚାହିଁଥାଏ କହିବାକୁ ଅନେକ କଥା

ସେ କେବେ ଝରା ବଉଳ

ପୁଣି କେବେ ମଉଳା ବଉଳ ଫୁଲ

ପ୍ରୀତିସାଗରର ରାଣୀ ପ୍ରୀତିପର୍ଣ୍ଣା

ତୁମ ସେ ଚୁମ୍ବନ ଏ ମନ ଭୁଲେନା

ଶାନ୍ତ ସହରକୁ ଅଶାନ୍ତ କରି

ନୀରବତା କୁ ଛାଡି ଦେଲ ପର କରି

ମୁଁ ଚାହିଁଛି ଠିକ ଏମିତି.....

କେବେ ତୁମେ ଠିକ କେବେ ମୁଁ ଠିକ ରେ

ତୁମକୁ ଆଉଥରେ ମୁଁ ଦେଖିବା ନିଶାରେ

ହେଉ ପଛେ ମୋ ମନ ରାଇଜ ଅଶାନ୍ତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics