STORYMIRROR

ମହାଗାଲୁଆ ସନୁ

Abstract Action

3  

ମହାଗାଲୁଆ ସନୁ

Abstract Action

ଅଶାନ୍ତ ଜୀବନ

ଅଶାନ୍ତ ଜୀବନ

1 min
338

ଜୁଆର ପର ଅଶାନ୍ତି ଜୀବନରେ

ମନ ଏକ ଅଶାନ୍ତ ଢେଉ ,

କେବେ ବିବେକୀ ଆଉ କେବେ ଅବିବେକୀ,

ହଯାଇ ଦିଏ ସୁଖ ଦୁଖଃ ଲହରୀରେ,


ସଦା ମନରେ ବିବ୍ରତ ଚିନ୍ତା,

କେବେ ତିକ୍ତ ଆଉ କେବେ ଅନୁଚିନ୍ତା,

ଓଲଟାଇ ଦିଏ ନୌକା ଗଣ୍ଡ ମଝିରେ,


ବଲବନ୍ତ କି ସେ ଅବା ଜ୍ଞାନୀ,

କେବେ ସୁମଧୁର ଆଉ କେବେ କର୍କଶ ବାଣୀ,

ସୁଅର କି ଯାଏ ବୁଝେନି ସମୟ ଧାରେ ,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract