STORYMIRROR

padmaja pati

Abstract

2  

padmaja pati

Abstract

ଅପରୂପା

ଅପରୂପା

1 min
205

କି ଅବା ଉପମା ଦେବି ସୁଷମାର

ସବୁଠୁଳ ତୋହଠାରେ

କୋଳରେ ବହଇ କେତେ ନଦ, ନଦୀ

କଳନା କେ କରିପାରେ?

ଗଛଲତା ତୋ'ର ଫଳ, ଫୁଲେ ଭରା

ନିତି ମୋହୁଥାଏ ମନ

ଝାଟିମାଟି ନଡା ଛପରର ଘର

ଲାଗଇ ଇନ୍ଦ୍ର ଭୁବନ l

ପ୍ରକୃତି ମାଆଲୋ ସହି ଅତ୍ୟାଚାର

ହୋଇନୁ କେବେ ବିମୁଖ

ଅପରୂପା ପୁଣି ମମତାମୟୀ ତୁ

ପଣତ ଘୋଡାଇ ରଖ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract