STORYMIRROR

Sumitra Nayak

Abstract Romance Fantasy

3  

Sumitra Nayak

Abstract Romance Fantasy

ଅପେକ୍ଷା

ଅପେକ୍ଷା

1 min
400

ଦିନ ପରେ ମାସ ପରେ ବିତିଗଲା ବର୍ଷ

ବିତିଗଲା ପ୍ରତେକ ଟି ମୁହୂର୍ତ୍ତ ।


ଗୋଟେ ଗୋଟେ ମୁହୂର୍ତ୍ତ ବଞ୍ଚିବାର କଷଣ

ବଞ୍ଚିବାର ମୁହୂର୍ତ୍ତ ମୃତ୍ୟୁ ସହ ଅଭିନ୍ନ ।


ମୃତ୍ୟୁ ସମ କକ୍ଷ ହୋଇ ବଞ୍ଚି ରହିବା

ବଞ୍ଚି ରହି ତୁମ ଅପେକ୍ଷା କରିବା ।


ଅପେକ୍ଷା ର ଦାରୁଣ ଦୁଃଖ ସମୟ କହିବ

ସମୟର ପ୍ରମାଣେ କି ତୁମେ ଫେରି ଆସିବ ।


କେବେ ଫେରିବ ତୁମେ ମାସେ କି ବରଷ

ତୁମ ବାଟ ଚାହିଁ ହେଲିନି ନିରାଶ ।


ଚାହିଁ ବସିଅଛି ତୁମ ଛାଡି ଥିବା ପଥେ

ଫେରି ଆସିବ କାଳେ ତୁମେ ସେଇ ପଥେ ।


ସେହି ଅପେକ୍ଷା ର ଶେଷ ହେବ କି ନାହିଁ

ବୋଧେ ମୃତ୍ୟୁ ସଙ୍ଗତେ ରହିବି ଯାଇ ।


ଯେବେ ବି ଫେରିବ ଯଦି ଭି ଖୋଜିବ

ଆଖିରୁ ଦୁଇ ଟୋପା ଲୁହ ତ ଝରିବ ।


ଲୁହର ବିନ୍ଦୁଟେ ଯଦି ମୋ ନାଁର ହୋଇବ

ଅପେକ୍ଷାର ଫଳ ମୋର ଅମୂଲ୍ୟ ହୋଇବ ।


Rate this content
Log in

Similar oriya poem from Abstract