STORYMIRROR

Gadadhar Sahoo

Tragedy

3  

Gadadhar Sahoo

Tragedy

ଅନୁତାପ

ଅନୁତାପ

1 min
227


ଅନୁତାପର ଉତ୍ତାପ

ଯେ ଅନୁଭବ କରିଛି

ସେ ଜାଣିଛି

ତାର ରୂପାନ୍ତର ତୀବ୍ରତା ।


ଏ ଉତ୍ତାପ

ଯୁଗେ ଯୁଗେ ଏକାନ୍ତ ନିଜର,

ଅନ୍ତଃସ୍ଵରକୁ ପରିବର୍ତ୍ତନ କରେ

କେବେ ଭୁଲ ସ୍ଵୀକାର କରି

କେବେ ନିଜେ ନିଜକୁ କ୍ଷମାକରି

କେବେ ଧିକାର କରି

କେବେ ଅପଦସ୍ତ କରି

କେବେ କାନ୍ଦି କାନ୍ଦି

ତତଲା ଲୁହ ଗଡାଇ

ନିଜେ ନିଜ ପାଇଁ

ପରିବର୍ତନର ଉଜାଣି ସ୍ରୋତରେ

ଆତ୍ମମଗ୍ଣ, ଆତ୍ମବିଭୋର ହୁଏ

ନୂଆ ସକଳକୁ ସାମ୍ନା କରିବାକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy