Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashis Kumar Swain

Drama

5.0  

Ashis Kumar Swain

Drama

ଅନୁତାପ

ଅନୁତାପ

1 min
364


କାଳ ସ୍ରୋତରେ ମଣିଷ ହୁଏ ବାଟବଣା ଅନୁତାପ ଅଶ୍ରୁ ଖୋଜେ ସଠିକ୍ ଠିକଣା ।

ଭୁଲ୍ କଲେ ଯଦି ମନେ ଆସେ ପଶ୍ଚାତାପ ହୃଦୟ କନ୍ଦରେ ପଡ଼ଇ ସତ୍ୟର ଛାପ ।

ମିଥ୍ୟା ପଥେ ଯାଅ ନାହିଁ ସତ୍ୟ ପଥେ ଯାଅ ଜୀବନେ ଅନୁତାପ ଶବ୍ଦ ଫୋପାଡି ଦିଅ ।

ଦରିଆରେ ମୁଁ ଯେ ପାପ ସାଗରରେ ପାଦ ଅନୁତାପ ଅଶ୍ରୁ ଢାଳି ଧରୁଛି ଶ୍ରୀପଦ ।

ଠିକ୍ ନିଷ୍ପତି ନିଅ ଓ ଠିକ୍ କର୍ମ କର ଆଶୀର୍ବାଦ ଚାହାଣୀରେ ଦେଖିବେ ଇଶ୍ୱର୍ ।


Rate this content
Log in

Similar oriya poem from Drama