STORYMIRROR

Shreemanta Nanda

Abstract Drama Inspirational

4  

Shreemanta Nanda

Abstract Drama Inspirational

ବୃକ୍ଷ

ବୃକ୍ଷ

1 min
7

ମୁଁ ପରିବେଶ କୁ ରଖେ ସବୁଜ 

ବଢ଼ାଏ ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟ

ସଭିଏଁ ଭାବନ୍ତି ମତେ ଅଦରକାରୀ 

ହେଲେ ଖାଆନ୍ତି ମୋ ଫୁଲ ଫଳର ତରକାରୀ ।


ଆକାଶ ଛୁଇଁବା ମୋ ଜୀବନର ସ୍ବପ୍ନ 

କଳେ ବଳେ କୌଶଳେ କରେ ପ୍ରଜତ୍ନ

କାଳେ କାଳେ ସଳଖୀ ମୁଁ ହୁଏ ରତ୍ନ

ତାସତ୍ତ୍ୱେ ଝୁରିହୁଏ ପାଇବାକୁ ଟିକେ ଯତ୍ନ ।


ଆଜ୍ଞା ଜାଣିଲେତ ମୋ ନାଁ ଟି ବୃକ୍ଷ 

ଆପଣଙ୍କୁ ସୁଖ ସୁବିଧା ଯୋଗାଇବା ମୋ ଲକ୍ଷ

ମୋ ଠୁଁ ତିଆରି ବସ୍ତୁ ବିକି ପାଇବେ ଲକ୍ଷ 

ଏଣୁ ବଞ୍ଚିଲେ ଦିଏ ଲକ୍ଷ ମରିଗଲେ ଲକ୍ଷ ଲକ୍ଷ ।


Rate this content
Log in

Similar oriya poem from Abstract