ସର୍ଜିକାଲ ଷ୍ଟ୍ରାଇକ
ସର୍ଜିକାଲ ଷ୍ଟ୍ରାଇକ
ଉରୀରେ ହମଲା ଆତଙ୍କୀ କଲେ ,
ଭାରତୀୟ ସେନା ସହି ନ ପାରିଲେ |
ପାକିସ୍ଥାନ ଆତଙ୍କବାଦୀ ଆସିଲେ ,
ଆମ ଯବାନଙ୍କୁ ଶେଷ କରିଲେ |
ଭାରତୀୟ ଆମ ସେନା ବାହିନୀ ,
କେବେ କାହାର ଦୁଃଖ ସହେନି |
ଭାରତୀୟ ସେନା ପଶିଲେ ଯାଇ,
ପାକ ମାନଙ୍କୁ କିଛି ଖବର ନାଇଁ |
ମାରିଲେ ପଚାଶ ଆତଙ୍କୀ ପୁଣି ,
ଉଜାଡିଲେ ସତ କ୍ୟାମ୍ପକୁ ଜାଣି |
ସର୍ଜିକାଲ ଷ୍ଟ୍ରାଇକ ଏହାକୁ ଜାଣ ,
ଭାରତୀୟ ସେନା କରି ଥିଲେ ଯେ ପଣ |
