Priyadarsini Das.
Romance
ତୋତେ ମନ ଦେବା ଥିଲା ଭୁଲ୍
ତା ପାଇଁ ଆଜି କରେ ମୁଁ ଅନୁତାପ ,
ତୋ କଥାରେ ହଜିବା ଥିଲା ବୋଧେ ଭୁଲ୍
ତା ପାଇଁ ବି କରେ ଅନୁତାପ ।
ଦିିନ ଥିଲା ତୁ ଥିଲୁ ମୋର ,
ମୁଁ ଥିଲି ତୋର ,
ଆଜି ତୁ ସାତପର ।
ହିଲ୍ ଷ୍ଟେସନ୍
ଅମାନିଆ
ପ୍ରେମ ନିବେଦନ
ଅଜଣାରୁ ଜଣା
ମାଟି ଓ ବର୍ଷା
ଅଜଣା ଚେହେରା
ଶେଫାଳି
କି ଦୋଷ ଥିଲା ମ...
ଜୀବନ
ଅଧିକାର
ସେ ଦିନର ରାତି ସାଉଁଟା ସେ ସ୍ମୃତି ପ୍ରୀତିପୂର୍ଣ୍ଣ ସେହି ଛୁଆଁ। ସେ ଦିନର ରାତି ସାଉଁଟା ସେ ସ୍ମୃତି ପ୍ରୀତିପୂର୍ଣ୍ଣ ସେହି ଛୁଆଁ।
ପଦଟିଏ ତୋ ନାଁରେ ପ୍ରିୟା ୩୭ ପଦଟିଏ ତୋ ନାଁରେ ପ୍ରିୟା ୩୭
କରୋନା ରେ......😢ବିଭୂ ମହାନ୍ତି କରୋନା ରେ......😢ବିଭୂ ମହାନ୍ତି
ଶୀର୍ଷକ:ମୁଁ ତୁମ ପ୍ରେମରେ ଶୀର୍ଷକ:ମୁଁ ତୁମ ପ୍ରେମରେ
କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ନିଜଠୁ ନିଜକୁ ହଜେଇ ତୁମକୁ ମୁଁ ସମର୍ପି ଦେଇଛି କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ନିଜଠୁ ନିଜକୁ ହଜେଇ ତୁମକୁ ମୁଁ ସମର୍ପି ଦେଇଛି
ବରଷା ବରଷା
ମୋ ପ୍ରିୟାର କବିତା ମୋ ପ୍ରିୟାର କବିତା
ଉପହାର ଉପହାର
ବିଶ୍ୱାସ ର ଚାବି କାଠି... ବିଶ୍ୱାସ ର ଚାବି କାଠି...
କରିଛ କିବା ମନ୍ତର କରିଛ କିବା ମନ୍ତର
ଆଶା ନିରାଶାର ଦୋଛକି ଜୀବନେ ହତାଶାର କଳା ଛାଇ, ଆଶା ନିରାଶାର ଦୋଛକି ଜୀବନେ ହତାଶାର କଳା ଛାଇ,
ହସ ଲୁହ ଭିତରେ ଜନ୍ମ ଯୌବନ ଜୀବନ ... ଗୋଟିଏ ବିରାଟ ସମୀକରଣ ହସ ଲୁହ ଭିତରେ ଜନ୍ମ ଯୌବନ ଜୀବନ ... ଗୋଟିଏ ବିରାଟ ସମୀକରଣ
ବର୍ତ୍ତମାନ ଏଠି ବାଟବଣା ଆଜି ଭବିଷ୍ୟତ ଏକ ବନ୍ଦ ଲଫାପା ଖୋଜି ବୁଲେ ଆରୋହରୁ ଅବରୋହ ହଜିଥିବା ପୁରୁଣା ଠିକଣା ବର୍ତ୍ତମାନ ଏଠି ବାଟବଣା ଆଜି ଭବିଷ୍ୟତ ଏକ ବନ୍ଦ ଲଫାପା ଖୋଜି ବୁଲେ ଆରୋହରୁ ଅବରୋହ ...
ଆକାଶ ମନେହୁଏ ନିଖୋଜ ଚିତ୍ରକାରର ଏକମାତ୍ର ତୈଳଚତ୍ର ପ୍ରେମିକା ଦେହର ସୁଗନ୍ଧ ପରି ଅରଣ୍ୟ ଲାଗେ ଖୁବ୍ଆପଣାର, ଇଛା... ଆକାଶ ମନେହୁଏ ନିଖୋଜ ଚିତ୍ରକାରର ଏକମାତ୍ର ତୈଳଚତ୍ର ପ୍ରେମିକା ଦେହର ସୁଗନ୍ଧ ପରି ଅରଣ୍ୟ ଲା...
ନୀଳ କଇଁ ପାଇଁ ପାହାଡ଼ଟା ଶତ୍ରୁ କ୍ରୋଧ ଜର୍ଜରିତ ହୁଏ ସିଏ କି ବୁଝଇ ପାହାଡ଼ ଅଟଳ ଚନ୍ଦ୍ର ସ୍ଥାନ ବଦଳାଏ ? ନୀଳ କଇଁ ପାଇଁ ପାହାଡ଼ଟା ଶତ୍ରୁ କ୍ରୋଧ ଜର୍ଜରିତ ହୁଏ ସିଏ କି ବୁଝଇ ପାହାଡ଼ ଅଟଳ ଚ...
ବଇକୁଣ୍ଠ ସୁଖ ଭୋଗ କରିବି ମୁଁ ପାଶୋରି ବିଷୟ ଜ୍ଞାନ , ଆଉ କେଉଁଥିରେ ନ ବଳିବ ଚିତ୍ତ ତୁମ୍ଭ ପଦେ ଥିଲେ ଧ୍ୟାନ... ବଇକୁଣ୍ଠ ସୁଖ ଭୋଗ କରିବି ମୁଁ ପାଶୋରି ବିଷୟ ଜ୍ଞାନ , ଆଉ କେଉଁଥିରେ ନ ବଳିବ ଚିତ୍ତ ...
ମୋ କ୍ଷମତା କରିଲି ମୁଁ ପ୍ରତ୍ୟାହାର ତୁମେ ଏଥର କୁହ କରିବି ନାହିଁ ମୋ କ୍ଷମତା କରିଲି ମୁଁ ପ୍ରତ୍ୟାହାର ତୁମେ ଏଥର କୁହ କରିବି ନାହିଁ
ତୁମେ କି ହେ ଅଗୋଚର ରକ୍ଷା କର ମନୋହର ଦେଖା ଦିଅ ସମ୍ମୁଖରେ ତୁମେ କି ହେ ଅଗୋଚର ରକ୍ଷା କର ମନୋହର ଦେଖା ଦିଅ ସମ୍ମୁଖରେ
ତୁ ଏମିତି ଲହଡ଼ି ଭାଙ୍ଗୁଥା ମୋ ପ୍ରଶସ୍ତ ପ୍ରେମର ତୃଷାର୍ତ୍ତ ବକ୍ଷରେ, ମୁଁ ସେମିତି ଭିଜୁଥାଏଁ ପ୍ରଗାଢ଼ ତୋ ... ତୁ ଏମିତି ଲହଡ଼ି ଭାଙ୍ଗୁଥା ମୋ ପ୍ରଶସ୍ତ ପ୍ରେମର ତୃଷାର୍ତ୍ତ ବକ୍ଷରେ, ମୁଁ ସେମିତି ଭିଜ...
ସନ୍ଧ୍ୟା ଗଡି ପୁଣି ସ୍ୱଚ୍ଛ ସକାଳ ସଂସାର ପାଇଁ ଅନେକ ନୂଆ ଆଶାଭରା କିରଣ କିନ୍ତୁ ତୁମେ ଆସିଲ ନାହିଁ ଶୋଇପ... ସନ୍ଧ୍ୟା ଗଡି ପୁଣି ସ୍ୱଚ୍ଛ ସକାଳ ସଂସାର ପାଇଁ ଅନେକ ନୂଆ ଆଶାଭରା କିରଣ କିନ୍ତୁ ତୁମେ...