STORYMIRROR

Brundabana Pradhan

Tragedy

1  

Brundabana Pradhan

Tragedy

ଅନୁତାପ

ଅନୁତାପ

1 min
121

ଭିନ୍ନ ଏକ ଅନଳ 

ଯେ ଖୁବ୍ ମତେ ଜଳାଏ 

ଦହନ କରିଦିଏ

ମୋ ମନ ଗହନକୁ

ନିଶ୍ୱାସ ବି ଠିକ୍ ଭାବରେ 

ଆସେ ନାହିଁ 

ଦଗ୍ଧିଭୂତ ହୋଇ 

ଜଳୁଥାଏ ତୀବ୍ର ଦହନରେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy