STORYMIRROR

Prabhanjana Tripathy

Fantasy

3  

Prabhanjana Tripathy

Fantasy

ଅନୁକୋଣେ

ଅନୁକୋଣେ

1 min
127


ସେହି ବେଦନାରେ ନିଜକୁ ହଜାଇ,

ଖଯିବା ନ ଚାହେଁ ମନ,

ହଜିବି ଆଉ ହଜିଯିବି ବୋଲି,

ଅନ୍ତରେ ରଖିଛି ପ୍ରାଣ ।।


ସ୍ମୃତି ଏମିତିକି ଯେ ଅକୁହା ସମ୍ପର୍କ,

ଜୁଇ ସାଥେ ଜାଉ ଜଳି,

ତୁମ ବିନା ସତେ, ନାହିଁ ଅନ୍ୟ ମନ,

କିଏ ସରି ତୁମ ଭଳି ll


କେବଳ ତୁମରି ଭବନା ଅନ୍ତରେ,

ତୁମେହିଁ କେବଳ ଜଣେ,

ଅନୁଭବ ହୁଏ 'ଛାଇ ହୋଇ ମୋର

ହୃଦୟର ଅନୁକୋଣେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy