STORYMIRROR

Kadambari Mohakhud

Abstract Tragedy Others

3  

Kadambari Mohakhud

Abstract Tragedy Others

ଅନୁଭୁତିର ଇନ୍ଦ୍ରଧନୁ 🙏କାଦମ୍ବରୀ

ଅନୁଭୁତିର ଇନ୍ଦ୍ରଧନୁ 🙏କାଦମ୍ବରୀ

1 min
282


ଏକ ମାତ୍ର ଜୀବନ 

ସାତ ରଙ୍ଗର ଅନୁଭୁତି 

ଆଉ କିଛି ନିଷ୍ଫଳ ବିଫଳତା ମନ

ଏକାକୀ ନିଃସଙ୍ଗତା ମୋହ ସମ୍ପର୍କ ଜାଲ

ଏଇତ ଜୀବନ ଅନୁଭୁତି ର ଇନ୍ଦ୍ରଧନୁ ||


ସତେ ଅବା କଅଁଳ ମନରେ

 ନୀଳ ଆକାଶକୁ 

ତାର ଟିକି ଟିକି ଆଖିରେ

 ଟିକେ ଚାହେଁ 

ଆଉ ଆଖି ମୁଜି ଭାବେ 

ମୋହ ର ଇନ୍ଦ୍ରଧନୁ ରଙ୍ଗ  

କଣ ସତରେ ଏତେ ରଙ୍ଗୀନ ?


ପାରିବିକି ଏ ରଙ୍ଗର ମୋହ ଜାଲରେ

ଏକମାତ୍ର ଜୀବନକୁ ମୁକୁଳାଇ 

ନା ବୟସର ମାୟାଜାଲରେ

ସମ୍ପର୍କର ଇନ୍ଦ୍ରଧନୁ ରଙ୍ଗକୁ ମାଖି 

ଭିଜିଯିବି ଅନୁଭୂତିରେ

ବୟସର ତାଲା ଖୋଲି ?



Rate this content
Log in

Similar oriya poem from Abstract