Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Fantasy

2  

Ram Prasad Bisoi

Fantasy

ଅନ୍ତଃସ୍ୱର-୬୬

ଅନ୍ତଃସ୍ୱର-୬୬

1 min
6.6K


ଦେଖ !

ଫେରି ଆସିଛି ଶାନ୍ତ ବାତାୟନ

ତୁମ ଆତ୍ମା ଭିତରକୁ

ଶୁଣ !

ଡାକୁଛି କେହି ତୁମ ହୃଦୟ ଭିତରୁ

ବୋଧେ

ସେ ତୁମ ବିଶ୍ୱାସ

କହିପାର

ତାକୁ

ତୁମ ନିଶ୍ଵାସ

ଦେଖ

କି ? ରୋମଞ୍ଚଭରା ଏ ଅନୁଭୂତି

ପ୍ରେମ ପଥେ,

ତଳକୁ ଖସୁଛ ନା ଉଠୁଛ ଉପରକୁ

ନୁହେଁ କି ଅନୁଭୂତି

ଅଜବ,ଅକୁହା

ସ୍ୱାଧୀନତାର ଉଡାଣ

ଦୂର ଦିଗନ୍ତ ସେପାରି

ଦେଖ-

ଉନ୍ମୁକ୍ତ ବାତାୟନ-----!

©®କାଶ୍ୟପ,ରାୟଗଡା


Rate this content
Log in