Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Fantasy

2  

Ram Prasad Bisoi

Fantasy

ଅନ୍ତଃସ୍ୱର-୨୭

ଅନ୍ତଃସ୍ୱର-୨୭

1 min
1.3K


ଶୀତୁଆଜହ୍ନ

ସ୍ଵଳ୍ପାଆଧିକ ପତ୍ରଙ୍କ

ଗହଳି ,

କଙ୍କାଳଟି ଥରି ଚାଲିଛି,

କୁହୁଡି ,

ଅସହ୍ୟ କାକରତ୍ରସ୍ତ

ସକାଳ,

ସ୍ଥିର,ଶାନ୍ତ ଜଳ,

ଲଙ୍ଗଳା ପୁଙ୍ଗୁଳା ସଖା ଗୁଡିକର

କଥୋପକଥନ

ଝଡି ପଡିଥିବା ପତ୍ର ମାନଙ୍କ ସହ,

ଭିଡା,ଟଣା ଓଟରା

ଜଣଙ୍କର ଅନ୍ୟଜଣ ସହ

ଗୋଟିଏ କମ୍ବଳ,

ଶୀତୁଆ ଜହ୍ନ----------!

କାଶ୍ୟପ,ରାୟଗଡା ।


Rate this content
Log in

Similar oriya poem from Fantasy