STORYMIRROR

Bijaya kumar panda

Fantasy

4  

Bijaya kumar panda

Fantasy

ଅଂଶୁଘାତ

ଅଂଶୁଘାତ

1 min
206

ହେ ତପନ ତୁମେ ହିଁ ପ୍ରତ୍ୟେକ୍ଷ ଦେବ ନିୟମିତ ହେଉଥାଅ ଆତ ଓ ଯାତ

କରୁଅଛୁ ଆମେ ତୁୁୁୁମକୁ କୋଟିି ପ୍ରଣାମ, ଗ୍ରୀଷ୍ମ ର ପ୍ରକୋପ ଟିକେ ଲାଘବ କର।

ଭଗାରି ସାଜିଛୁ ସିନା ପ୍ରକୃୃୃତିର ଆପଣ କାହିଁକି ହେଉଛନ୍ତି କ୍ରୁର

ପରିବେଶ ଦୂଷିତ ନା ଜନସଂଖ୍ୟା ବିିସ୍ଫୋରଣ ସେଥିପାଇଁ କି ତାଡ଼଼ନା ଦେଉଛ।

ଓଜନ ସ୍ତରରେ କଣା ନା ଧୀରେ ଖସି ଆସ ଅସହ୍ୟ ଲାଗେ କି ପାଇଁ ତୁୁୁମରିି କିରଣ

ଋତୁଚକ୍ର ପଡ଼ିଛି ଧରାରେ ମଳିିିନ ତବ ଋତୁ ଗ୍ରୀଷ୍ମ ଖାଲି ହୁଏ ଅନୁଭୂତ।

ମହାକାଳ ପରି ମାଡ଼ିି ଅଛି ଅଂଶୁଘାତ ସଦୟ ହୁଅନ୍ତୁ ପ୍ରଭୁ ପ୍ରତି ଜୀବର 

ବଇରୀ ନହୋଇ ମିତ୍ର ହେବୁ ପ୍ରକୃତିିି ର ବିିଶ୍ଵ ହିିିତ ପାଇଁ ଏବେ ସଚେତନ।

ଯନ୍ତ୍ରଣା କି ଭୋଗିବାକୁୁୁୁ ଦେବେ ଦିିିିିବାକର ପଦାକୁ ବାହାରିବା ନୁହଁଇ ସମ୍ଭବ

ଜରୁରୀ କାମରେ ସଦା ଯାଉଅଛୁ ହାତରେ ଛତା ଓ ଧରି ପାଣି ବୋତଲ।

କଳା ଚଷମା ସହିତ ପାଦରେ ଚପଲ ଓଦା ଗାମିଛା ଓ ଶୁକ୍ଳ ବସ୍ତ୍ର ପରିଧାନ

ଦହି ତୋରାଣିି ପଇଡ଼ ତରଭୁଜ ଅଭାବେ ସାଇତିଛୁ ଶରୀରେ ଜଳୀୟ ଅଂଶ।

ନକରିି ହେଳା କରୁ ଡାକ୍ତରଙ୍କ ପରାମର୍ଶ ତେଲ ମସଲାକୁ କରି ହୁଏନା ହଜମ

ଶାକାହାରୀ ଭୁଞ୍ଜଇ କି ପାଇଁଁ ନିର୍ଦୟ ଅଂଶୁଘାତ ରୁ ରକ୍ଷାକର ସକଳ ଶକ୍ତିିିର ଆଧାର।

ରୋଗ ଶୋକ ନାଶ ପାଇଁଁ ଆବିର୍ଭାବ ତୁମେ, ମିନତୀ କରୁଛି ପ୍ରଭୁ କର କଲ୍ୟାଣ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy