STORYMIRROR

sumita behera

Abstract

2  

sumita behera

Abstract

ଅନନ୍ୟ

ଅନନ୍ୟ

1 min
135

ମୃଦୁ ମନ୍ଦ ମଳୟର

ମହୁଲି ପୁଲକ ସାଥେ

ଆସିଥିଲି ସାଜି ତୁମ-ବଧୂ,

ଅନନ୍ୟ ପ୍ରୀତିରେ ଛନ୍ଦି

କିଣିନେଇ ମନ ମୋର

ପ୍ରିୟତମ କରିନେଲ ବନ୍ଧୁ


ପହିଲି ଦିନରୁ ସାଥୀ

ବୁକୁଲଗ୍ନା କରିଦେଇ

ଭରିଦେଲ ଜୀବନରେ ମଧୁ,

ପ୍ରେମର ସ୍ବାକ୍ଷର ଅଙ୍କା

ଲୋମେ ଲୋମେ ପ୍ରିୟ ମୋର

ପରିପୂର୍ଣ୍ଣ ସତେ ସପ୍ତ-ସିନ୍ଧୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Abstract