STORYMIRROR

Sushree sangita Swain

Abstract

3  

Sushree sangita Swain

Abstract

ଅନିଶ୍ଚିତ ଭବିଷ୍ୟତ

ଅନିଶ୍ଚିତ ଭବିଷ୍ୟତ

1 min
11.7K

ବିଶ୍ୱ ମାନଚିତ୍ରେ ଦୁଃଖର ପ୍ରଲେପ

କୁଢ଼ କୁଢ଼ ଶବ ର ମହାଯାତ୍ରା

ଚିନ୍ତା, ହତାଶା ର ଅନ୍ୟ ନାମ

କୋରୋନା ମହାମାରୀ

ନିର୍ମୁଳିଲତା ସମ ଲମ୍ବି ଯାଇଛି

ସଂକ୍ରମଣ, ଜାତି ଧର୍ମ ବିଭେଦ କୁ

ଅତିକ୍ରମ କରି

ଶାସକ ଦଳର ମୁଣ୍ଡ ବ୍ୟଥା

ବିରୋଧୀ ଙ୍କ ହୀନ କୂଟନୀତି

ବିଜ୍ଞାନ ର ଅସମର୍ଥତା ସବୁ କୁ

ଉପଭୋଗ କରେ ଏଇ ମହାମାରୀ

ପ୍ରକୃତି ର ପ୍ରତିଶୋଧ ଏତେ ଯେ ଭୟଙ୍କର

କଳ୍ପନାତୀତ, ସବୁ ବ୍ୟସ୍ତତା ଏବେ ପୂର୍ଣ୍ଣଛେଦ

ସବୁ ପରେ ବି ଅଶାର ବୃକ୍ଷ ରେ

ପତ୍ର କଅଁଳେ, ସ୍ୱାଭାବିକ ଜୀବନ ର

ଲୋଭ ଦେଖାଇ ଜୀବନ ପାଖକୁ ଡାକେ


Rate this content
Log in

Similar oriya poem from Abstract